STORYMIRROR

Pramila Sahoo

Inspirational

2  

Pramila Sahoo

Inspirational

ଅକୁହା କଥା

ଅକୁହା କଥା

1 min
13.2K


ମନର ଯେତେ ଦୁଃଖ ସବୁ

ଆଖିରେ ଲୁହ ହୋଇ ଯାଏ ବହି

ପ୍ରତି ମୂହୁର୍ତ୍ତେ ଓଠ ପିଉଥାଇ

ହୃଦୟର ଅକୁହା କଥା ସବୁ

ରହିଯାଏ ପୁଣି ସାତ ତାଳେ

ନିଜ ପାଇଁ କେବେ ମାଗି ନାହିଁ ସୁଖ ଟିକିଏ

ନିତି ଅନ୍ୟର ଦୁଃଖରେ ହୁଏ ମୁଁ ଦୁଃଖୀ

ସୁଖ ମୋ ଭାଗ୍ୟରେ ନାହିଁ ସତେ ଯେମିତି

ଜୀବନରେ କେବେ ହସି ଥିଲି ମନଖୋଲି

ଆଜି ଭାବିଲେ ସେ ଦିନ ମନେ ପଡୁନାହିଁ

ମୋ ପାଇଁ ଖୁସି ସାତ ସପନ ଯେମିତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational