STORYMIRROR

Gangotri Priyadarshini

Abstract Fantasy

3  

Gangotri Priyadarshini

Abstract Fantasy

ଅକ୍ଷର ଖେଳ

ଅକ୍ଷର ଖେଳ

1 min
202


ଅକ୍ଷର ସହ ଖେଳେ ବୋଲି

ଲେଖାକୁ ପ୍ରେମ କରି ବସିଲି

ମନ କଥା କହି ପାରେନି ବୋଲି

କବିତାକୁ ଆଦରି ନେଲି ।।


ନିଜ ଅବ୍ୟକ୍ତ ଭାଵନାକୁ 

କାଗଜରେ ସଜେଇ ନିଜର କଲି

ସବୁ ଅବଶୋଷକୁ ଛାତିରେ ଚାପି ରଖିଲି ।।


ଦୁନିଆରେ ନୂଆ ପରିଚୟ ପାଇଲି

କବି ବୋଲି ହୃଦୟକୁ ପଥର କରି

ପାଠକ ଲୁହକୁ ଆଖିରୁ ଅଲଗା କରିଲି ।।


ଜାଣିନି କଣ ଠିକ୍ ଆଉ ଭୁଲ୍ କଲି

ଭାବନାର ଇନ୍ଦ୍ରଧନୁରେ 

ସ୍ବପ୍ନିଳ ସଂସାର ଗଢ଼ି ଚାଲିଲି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract