Kali Kumar
Romance Classics
ଏଇ ଦେଖ
ଆଲବମରୁ ଗୋଟି ଗୋଟି କରି
ତୁମ ଫୋଟ ବାହାର କରି
ଦାଣ୍ଡ ପିଣ୍ଡାରେ ନିଆଁ ଲଗେଇ ଜାଳି ଦେଲି,
ଭାବିଲି ତୁମ ଅସ୍ତିତ୍ୱକୁ ଜାଳି ଦେଇ ଆସୁଛି
କିନ୍ତୁ , ଜାଳିଲି ନା ଜଳିଲି
ତାହା ଏଯାଏଁ ବୁଝି ପାରୁନି ।
ଆଖି
ଛୁଟିଦିନ
ପ୍ରେମ
ସ୍ୱପ୍ନ
ପରେ କହିବି :୦୩
ପରେ କହିବି :୨
ହସ କବିତା
ଧୂପଟିଏ ତୁମେ
ପତ୍ନୀଙ୍କ ଜନ୍ମ...
ପ୍ରେମ ଚାଲାଣ
ଆସ ,ଗୋ ଶାମୁକା ଆସ ,ଗୋ ଶାମୁକା
ଇନ୍ଦ୍ରଧନୁ ଇନ୍ଦ୍ରଧନୁ
ପ୍ରେମ ପ୍ରେମ
କହିବକି ତୁମେ କହିବକି ତୁମେ
ମେଘମାଳ ମେଘମାଳ
ଶୀତୁଆ ସନ୍ଧ୍ୟାରେ ପ୍ରକୃତି ରାଣୀ ମନ୍ଦ ମନ୍ଦ ହସେ ଦେଇ ଓଢ଼ଣୀ, ନଭ ର ନମ୍ରତା ହୃଦୟସ୍ପର୍ଶୀ ପ୍ରୀତ ଶୀତୁଆ ସନ୍ଧ୍ୟାରେ ପ୍ରକୃତି ରାଣୀ ମନ୍ଦ ମନ୍ଦ ହସେ ଦେଇ ଓଢ଼ଣୀ, ନଭ ର ନମ୍ରତା ହୃଦୟସ୍ପ...
ଜହ୍ନ ଜହ୍ନ
ଫୁଲେଇ ମୌସୁମୀର ପ୍ରୀତିଛିଟା ଫୁଲେଇ ମୌସୁମୀର ପ୍ରୀତିଛିଟା
ଶୁଣିଛେ ବହୁ ଅମର ପ୍ରେମର କାହାଣୀ ଅମର ଚିରନ୍ତନୀ ଗୀତି ଗାଏ ସାତ ଦରିଆର ସେପାଖେ ଥିଲେବି ମନ ଶୁଣିଛେ ବହୁ ଅମର ପ୍ରେମର କାହାଣୀ ଅମର ଚିରନ୍ତନୀ ଗୀତି ଗାଏ ସାତ ଦରିଆର ସେପାଖେ ଥିଲ...
ପାଦ ପାଉଁଜି ପାଦ ପାଉଁଜି
ମାତୃ ଭାଷା ମାତୃ ଭାଷା
ଘରର ସମସ୍ତ ଯତନ ନିଏ, ଘରର ଗୃହ ଲକ୍ଷ୍ମୀ ସିଏ ଆମର ଦୁଇଟି ଆତ୍ମା ସିନା କିନ୍ତୁ ଆମ ହୃଦୟ ଗୋଟିଏ ଏହି ଘରର ସମସ୍ତ ଯତନ ନିଏ, ଘରର ଗୃହ ଲକ୍ଷ୍ମୀ ସିଏ ଆମର ଦୁଇଟି ଆତ୍ମା ସିନା କିନ୍ତୁ ଆମ ହୃଦୟ ଗୋ...
ଝିଅଟେ କେଡ଼େ ମିଛେଇ ଝିଅଟେ କେଡ଼େ ମିଛେଇ
କବିତା କିଶଳୟ କବିତା କିଶଳୟ
ରାଧିକା ନୟନ ରାଧିକା ନୟନ
ବିରହିଣୀ ପ୍ରିୟା ବିରହିଣୀ ପ୍ରିୟା
ପ୍ରେମ ଦୀପାଳୀ ପ୍ରେମ ଦୀପାଳୀ
ଆସିବ ସେ ଯେବେ, ନଥିବ ଅଭିମାନ କିବା ଆକର୍ଷଣ.... ଥିବ ଖାଲି ଉଦାସୀ ଆଖିରେ କୋହଭରା କେଇ ଟୋପା ଲୁହ ଆସିବ ସେ ଯେବେ, ନଥିବ ଅଭିମାନ କିବା ଆକର୍ଷଣ.... ଥିବ ଖାଲି ଉଦାସୀ ଆଖିରେ କୋହଭର...
ମୃତ୍ୟୁ ନୁହେଁ ପ୍ରିୟା ଏହି ଛାତିରେ ତୋଳିବି ତୁମରି ଘର ମୋହରି ହୋଇବ ସାଇତି ରଖିବି କରିବିନି କେବେ ପର | ... ମୃତ୍ୟୁ ନୁହେଁ ପ୍ରିୟା ଏହି ଛାତିରେ ତୋଳିବି ତୁମରି ଘର ମୋହରି ହୋଇବ ସାଇତି ରଖିବି କ...
ଅସହ୍ୟ ହେଲାଣି ବିଚ୍ଛେଦ ଜ୍ବଳନ କର କାହିଁ ଅଭିମାନ, ଫେରିଆସ ସାଥୀ ଜୀବନେ ମୋହର ରଖ... ଅସହ୍ୟ ହେଲାଣି ବିଚ୍ଛେଦ ଜ୍ବଳନ କର କାହିଁ ଅଭିମାନ, ଫେରିଆସ ସାଥୀ ଜୀବନେ ମ...