STORYMIRROR

Prakash ranjan Swain

Tragedy

3  

Prakash ranjan Swain

Tragedy

ଅଧାଗଢା ସପନ

ଅଧାଗଢା ସପନ

1 min
151

ମୁଁ

ତୁମ

ସାଥିରେ

ଆଙ୍କିଥିଲି

ଏକ ସୁନ୍ଦର

ମନୋରମ ଚିତ୍ର

ଦେଖିଥିଲି ସ୍ଵପ୍ନରେ

ମୋର ପ୍ରତିଟି ରାତିରେ

ଏକ ସୁନ୍ଦର ଭବିଷ୍ୟତ

ହେଲେ ତୁମ ମନର ରହସ୍ୟ

ବୁଝିବାରେ କରିଦେଲି ବିଳମ୍ବ

ଅଧାଗଢ଼ା ହେଇ ରହିଗଲା ମୋର

ସବୁ ସ୍ବପ୍ନ ସହ ସେ ପ୍ରେମ ବାଲିଘର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy