STORYMIRROR

Priyadarsini Das.

Romance Tragedy

3  

Priyadarsini Das.

Romance Tragedy

ଅଚିହ୍ନା ମଣିଷ

ଅଚିହ୍ନା ମଣିଷ

1 min
261


ଦିନେ ଥିଲୁ ତୁ ମୋ ପାଇଁ ଅଚିହ୍ନା

ମୁଁ ବି ଅଚିହ୍ନା ...


ସମୟର ସ୍ରୋତ ରେ ଦୁହେଁ 

ହେଲେ ଚିହ୍ନା ଚିହ୍ନା ....


ନା ମୋ ବିନା ତୁ 

ନା ତୋ ବିନା ମୁଁ ..


ଦିନ ବିତୁ ନଥିଲା ....।



ତୋର ପ୍ରତି ଆଖି ପଲକରେ

ଅଧିକାର ଥିଲା ମୋର ...।


ଆଜି କିନ୍ତୁ ସେ ଅଧିକାର 

ଆଉ କାହାର ...


ପୁଣି ଥରେ ତୁ 

ଆଜି ସେଇ ଅଚିହ୍ନା....।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance