Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

puspalata samantary

Abstract

2  

puspalata samantary

Abstract

ଅଛିଣ୍ଡା ଗଣିତ

ଅଛିଣ୍ଡା ଗଣିତ

1 min
155


ଜୀବନଟା ଗୋଟେ ଅଛିଣ୍ଡା ଗଣିତ,

ବନ୍ଧୁର ରାସ୍ତା ସେ ଅଟେ କଣ୍ଟକିତ

ସେ ରାସ୍ତାରେ ଚାଲି ଥକିପଡେ ପାନ୍ଥ,

ରକ୍ତାକ୍ତ ମନଟା ହୁଏ ଶ୍ରାନ୍ତ କ୍ଳାନ୍ତ

ପ୍ରକୃତି ର ପାଇ ଅସୀମ ଆଶ୍ୱାସ,

ଭରିଯାଏ ମନ ଆଶା ଓ ବିଶ୍ୱାସେ

ବିଶ୍ବାସ ର ବୃକ୍ଷ ବର୍ଧିତ ହୁଅଇ,

ଆନନ୍ଦ କରଇ ଫଳପୁଷ୍ପ ଦେଇ

ବିଶ୍ୱାସକୁ ରଖି ହୁଏ ସେ ପରଖି,

ଶ୍ରେଷ୍ଠ ତାରେ ଛବି ହୋଇଯାଏ ଆଙ୍କି


Rate this content
Log in

Similar oriya poem from Abstract