STORYMIRROR

Goutam Mohanty

Romance

2  

Goutam Mohanty

Romance

ଅବୁଝା

ଅବୁଝା

1 min
109

ତୁମକୁ ଚିଠିରେ ଲେଖିଥିଲି

ତୁମ ପ୍ରେମ ଯଦି ପାଇଯାଏ

ତେବେ ସେ ରାସ୍ତାରେ କେବେ

ଦ୍ଵିଧା ନାହିଁ ମରିବାକୁ ବି ମୁଁ ପ୍ରସ୍ତୁତ

ଉଦବିଗ୍ନତାରେ ଚାହିଁ ବସିଥିଲି

ତୁମ ଉତ୍ତର ଆଜି ଚିଠିରେ ପହଁଞ୍ଚିଛି

ଇଏକି ଅବୁଝା ପଣର ସ୍ଵାକ୍ଷର ନେଇ

ସେ ଚିଠି ମୋତେ ପ୍ରଶ୍ନ ପଚାରିଛି

କି ଠିକ ଅଛି ତୁମେ ମୋ ପ୍ରେମରେ

ଆବଶ୍ୟକ ହେଲେ ମରିବାକୁ ପ୍ରସ୍ତୁତ

ହେଲେ ସତ କହିବ ଥରୁଟିଏ

ତେବେ ବଞ୍ଚିବାକୁ ଚାହୁଁଛ କାହା ସହିତ               


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance