STORYMIRROR

Arabinda Mishra

Inspirational Others

3  

Arabinda Mishra

Inspirational Others

ଅବୁଝା ସମୟ

ଅବୁଝା ସମୟ

1 min
364

ସମୟ ଅନେକ ପ୍ରକାର

କୋଉଠି ରାସ୍ତା ସହଜରେ ମିଳେ

ଆଉ କୋଉଠି ଖୋଜିବାକୁ ପଡେ,

କିଏ ମରିଚିକା ପଛରେ

କିଏ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ

ଆନନ୍ଦ ଆଉ ବିଷାଦ

ଶେଷରେ ଯାହା ମିଳେ ।

ମୁଁ କିନ୍ତୁ ଏଯାଏଁ ଚାଲିନି

ରାସ୍ତା ଅନେକ ଅଛି ଆଗରେ

ଆଉ ସବୁଠି ବଦଳିଯାଉଛି ମୋଡ

କେତେବେଳେ କିଏ ଭିଡେ ।

ଅନନ୍ତ ଆକାଶରେ ତାରା ଅନେକ

ସମସ୍ତେ ରାତିରେ ଦିଶନ୍ତି

ଜହ୍ନ କିନ୍ତୁ ଦିନରେ ଦିଶିଯାଏ ବେଳେବେଳେ

ପ୍ରସ୍ତୁତ ହୁଏ ଦୌଡିବାକୁ

କାହିଁକି ପୁଣି ଲୁଚିଯାଏ ବାଦଲ ଉହାଡେ ।

ଅରବିନ୍ଦ ମିଶ୍ର

ନିଭାପଡା,ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Arabinda Mishra

ସଖି

ସଖି

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

Similar oriya poem from Inspirational