Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smrutiprajna Kanungo

Romance

3.3  

Smrutiprajna Kanungo

Romance

ଅଭୁଲା ଦିନ

ଅଭୁଲା ଦିନ

1 min
152


ମୁଁ ତୁମର ସେଇ ଗୋଲାପି ଦିନ

ସେଇ ରୂପେଲି ମୋନୋକ୍ରୋମ

ଶାଢ଼ୀ ରେ ୱାଇନ୍ ର ଚିହ୍ନ,

ତୁମ ସାଧା ସିଧା ଜୀବନ ରେ 

ଭିଣ୍ଟେଜ୍ ପଣିଆ ର ଏକ ଅଭୁଲା ଫର୍ଦ୍ଦ,

ନିରୋଳା ରେ ବିତେଇଥିବା ସମୟ ର 

ନିକନ କ୍ୟାମେରା ରେ ସାଉଁଟା ଚିତ୍ର,

ଓଲ୍ଡ ସ୍କୁଲ ରୋମାଣ୍ଟିକ ଫିଲ୍ମ ର ଲଜ୍ଜାନତ ଭାବ

ପୁରୁଣା କ୍ୟାସେଟ୍ ରେ ରଫି ସଙ୍ଗୀତର ଶାନ୍ତ ରାଗ,

ସବୁ ଲାଗୁଛି ସ୍ବପ୍ନ ଭଳି

କି ଏ ବୟସ ଯାଉଛି ବଦଳି

ଲେଉଟାଣି ଘଟିବ କି ଆଗ ଭଳି,

ସେଇ ପୁରୁଣା କାନଭାସ ରେ 

ଯାହା ଆଙ୍କି ଥିଲେ ଧରି ରଙ୍ଗ ତୂଳୀ।


Rate this content
Log in

Similar oriya poem from Romance