STORYMIRROR

Subrat Malik

Tragedy

3  

Subrat Malik

Tragedy

ଅଭିନୟ

ଅଭିନୟ

1 min
211

ନିଜ ଇପ୍ସିତ ଚରିତ୍ରର

କରୁଥିଲା ଅଭିନୟ ସେ

ମୋତେ ନାୟକ ସଜାଇ

ନିର୍ଦ୍ଦେଶନା ଦାୟିତ୍ୱରେ ରହି

ସଫଳତାର ସହ ଦ୍ୱେତ ଭୂମିକାରେ ।।

ଅଧା ବାଟେ ହାତ ଛାଡିଯିବା ପର୍ଯ୍ୟନ୍ତ

ରହିଥିଲା ଅବୁଝା ଗଣିତଟେ ପରି

ସତେ ଯେପରି 

ତା ପାଇଁ ମୁଁ ଥିଲି

ପ୍ରେମ ଶ୍ରେଣୀଗୃହର ଶେଷ ବେଞ୍ଚ ଶିକ୍ଷାର୍ଥୀ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy