STORYMIRROR

Priyadarsini Das.

Romance Tragedy

3  

Priyadarsini Das.

Romance Tragedy

ଅଭିନୟ

ଅଭିନୟ

1 min
239


ଅଭିନୟ କରି ଆଜି ମୁଁ ସତରେ 

ଥକି ଗଲିଣି ...


ଆଉ କେତେ ଦିନ ଏ ଅଭିନୟ ...?


ତୋତେ ଭଲ ନ ପାଇବାର ଅଭିନୟ ..

ତୋ ଠୁ ଦୂରରେ ରହି ଖୁସିରେ ରହିବାର ଅଭିନୟ


ତୋତେ ଭୁଲି ଯିବାର ଅଭିନୟ ।


ତୁ ମୋର ନୁହେଁ କହିବାର ଅଭିନୟ ।


ଆଉ କେତେ ଦିନ ରହିବ ଏ ଅଭିନୟ ।


ଏଇ କିଛି ଦିନ ନା ଜୀବନ ତମାମ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance