STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Abstract Inspirational

2  

ନାୟକ ଅକ୍ଷୟ ରାଜହସ୍ତୀ

Abstract Inspirational

ଆତ୍ମ ସମୀକ୍ଷା ର ବେଳ

ଆତ୍ମ ସମୀକ୍ଷା ର ବେଳ

1 min
3.1K

କରୋନା ଏବେ ବିଶ୍ଵ ଭାଷା କୋଷ ର

ବିରାଟ ସବଦ..

ଅର୍ଥ ସରଳ କିନ୍ତୁ ବୁଝିବା ଜଟିଳ..

ଆମକୁ ଲୋଡ଼ା ସତର୍କତା ଅବଲମ୍ବନ

ଯେମିତି କି ସାମାଜିକ ଦୂରତା

ବାରମ୍ବାର ସାବୁନ୍ ରେ ହାତ ଧୋଇବା

ଆଉ ମୁହଁ ରେ ମାସକ ଲଗେଇବା

ତଥାପି ଆମେ ଗାଲୁଆ

କେହି କହିଲେ ହସି ଦାନ୍ତ ଦେଖାଉ କେବଳ...

ଅହମିକା ର ଲମ୍ବା ଇତିହାସ

ଧ୍ଵଂସ ହେବ ନିଶ୍ଚିତ

ଇଏତ ଆତ୍ମ ସମୀକ୍ଷା ର ବେଳ..



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract