STORYMIRROR

Siba Sethy

Children

3  

Siba Sethy

Children

ଆସୁଛି କାଳିଆ ସୁନା

ଆସୁଛି କାଳିଆ ସୁନା

1 min
243

ଓଡ଼ିଆ ଜାତିର ଆରାଧ୍ୟ ଠାକୁର

ମହାପ୍ରଭୁ ଜଗନ୍ନାଥ

ଭାବର ଠାକୁର ନୀଳାଚଳ ନାଥ

ଭାବ ବିନୋଦିଆ ମୋର ।।


ବିଶ୍ଵାସେ ଡ଼ାକିଲେ ବିପତ୍ତି କାଳରେ

ପାଖେ ଅସି ଉଭା ହୁଏ

ଭକତ ମନରେ ଭକତି ପ୍ରିିିିିିିତିରେ

ସବୁଠୁ ନିଜର ସିଏ।।


ପତିତ ଜନଙ୍କୁ ଉଦ୍ଧଧରିବା ପାଇଁ

ଆସୁଛି ସେ ଅବତାରୀ

ଝୁୁୁୁଲିି ଝୁଲି ଆସେ ବଡଦାଣ୍ଡେ ଜଗା

ସେଥିରେ ଭାଈ ଭଉଣୀ ।।


ତୁୁୁୁମେ ପରବ୍ରହ୍ମ ଜଗତ ଈଶ୍ୱର

ତୁୁୁମ ପାଇଁ ସୃଷ୍ଟି ସିନା

ଭକ୍ତଙ୍କର ଦୁଃଖ ଦୂୂର କରିବାକୁ 

ଆସୁଛି କାଳିଆ ସୁନା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children