STORYMIRROR

shaikh mozahid mahatab

Inspirational Others

3  

shaikh mozahid mahatab

Inspirational Others

ଆସିଛି ଦୋଳ

ଆସିଛି ଦୋଳ

1 min
127


ପ୍ରେମର ପରବ ଏ ଦୋଳ 

ପ୍ରେମିକ ପ୍ରେମିକାଙ୍କ ମେଳ 

ଭୁଲେଇ ସବୁ ବଇରୀ ଭାବ 

ସଭିଏଁ ଖେଳନ୍ତି ଦୋଳ ।


ରଙ୍ଗ ଅଭୀର ପାଣି ର ଖେଳ 

ଭାଙ୍ଗ ,ଦହି ସାଙ୍ଗେ ବାସି ପଖାଳ 

ଛୁଆଁ ଅଛୁଆଁ ସବୁକୁ ଭୁଲାଇ 

ସଭିଏଁ ଖେଳନ୍ତି ଦୋଳ ।


ମାମୁଁଘରେ ମୋର ବିମାନ ଆସେ 

ରାତି ଅଧରୁ ଆଈ ଭୋଗ ପରସେ 

ମଥାରେ ଦେଇ ମୁଠେ ଅବିର 

ଦୋଳ ପାଳଇ ମୁଁ ପ୍ରତିଟି ଥର ।


ଆସିଲା ଦୋଳ ଖେଳିବ ଖେଳ 

ରାଧା ସଂଗେ କୃଷ୍ଣ ମେଳି ହୋଇ 

ଅନେକ ମଧ୍ୟରୁ ଏହା ଏକ ଅଦ୍ଵିତୀୟ 

କେମିତି କରିବି ବାଖ୍ୟା ମୁକ ହୋଇ ।


Rate this content
Log in

Similar oriya poem from Inspirational