STORYMIRROR

Chittaranjan Lenka

Inspirational Abstract Others

3  

Chittaranjan Lenka

Inspirational Abstract Others

ଆଶା ଓ ଜୀବନ

ଆଶା ଓ ଜୀବନ

1 min
13.4K


ଆଶାବିନା କେହି ବଞ୍ଚି ପାରେନାହି

ଆଶା ଇ ସଭିଙ୍କ ଜୀବନ

ହେଲେ ସେହି ଆଶା ବୁଡାଏ ଭରସା

ସୀମା କଲେ ଉଲଙ୍ଘନ

ଆଶାକୁ ସୀମିତ କର ଆହେ ମିତ

ଖୁସିରେ କାଟିବ ଦିନ

ଯାହାହିଁ ନିଶ୍ଚିତ ତା ପାଇଁ ପ୍ରସ୍ତୁତ

ହୋଇଥାଏ ଜ୍ଞାନୀ ଜନ

ଚିତ୍ତରଞ୍ଜନ ଲେଙ୍କା,କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational