Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Inspirational

3  

Suresh chandra Padhy

Inspirational

ଆସ ପଢିବା

ଆସ ପଢିବା

1 min
219



ଆସ ପିଲେ ଆମେ ହେବା ଶିକ୍ଷିତ

ପାଠ ପଢି ରଖିବା ଆମେ ଆମ ମହତ ।


ସରକାର କରିଛନ୍ତି କେତେ ସୁବିଧା

ଆସ ପିଲେ ସଭିଏଁ ପଢିବାକୁ ଯିବା ।


ଝିଅ ବୋହୁ ହେଲେ ଘରେ ପଠୋଇ

ଆମ ଦେଶ ରେ ସବୁ ଯିବେ ଆଗେଇ ।


ପାଠ ପଢା ଛାଡି କେବେ ମୁଲ ନ ଲାଗିବା

ଯେତେ କଷ୍ଟ ଥାଉ ପଛେ ପଢିବାକୁ ଯିବା ।


ଭଲ ପାଠ ପଢି ଆମେ ହେବା ମହାନ

ଆମ ଦେଶ ଜାତିର ରଖିବା ସମ୍ମାନ ।


ଆସ ପିଲେ ବହି ଧରି ବିଦ୍ୟାଳୟ ଯିବା

ସବୁ ଚିନ୍ତା ଛାଡି ଆମେ ପଢ଼ି ଆଗେଇବା ।


ଗରିବ ଠୁ ଧନୀ ଯାଏଁ ହେବା ଏକତ୍ରିତ

ପାଠ ପଢା ପାଇଁ ଆମେ ହୋଇବା ଜାଗ୍ରତ ।


Rate this content
Log in

Similar oriya poem from Inspirational