STORYMIRROR

Gangotri Priyadarshini

Romance

1  

Gangotri Priyadarshini

Romance

ଆସ ଗୋ ସର୍ବରି

ଆସ ଗୋ ସର୍ବରି

1 min
139


ଆସ ଗୋ ସର୍ବର

ବର୍ଷା ବିଧୌତ ରଜନୀ ଅନ୍ତେ

ଛମ୍ ଛମ ତୁମ

ଚାଲି ମତ୍ତଗଜ

ହୃଦ ଅବସ୍ଥା କି କହିବି ସତେ

ହୋଇ ଆନମନା

ହେ ମେଘ ବରନା

ଫଲଗୁ ଧାରା ପ୍ରାୟ ଯାଉଛ ବହି

ମୃଗ ତୃଷ୍ଣା ମୋର

ହେଇ ଯାଉ ଦୂର

ପିଣ୍ଡେ ପ୍ରାଣ ମୋର ଯାଉଗୋ ରହି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance