Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସୁଭଦ୍ରା ସିଂହ

Fantasy Others

3  

ସୁଭଦ୍ରା ସିଂହ

Fantasy Others

ଆର୍ସୀ

ଆର୍ସୀ

1 min
192


ସ୍ୱଚ୍ଛଳ ପ୍ରକୃତି ର ପରିଭାଷା

ସତ୍ୟ ରୂପୀ ଭାଷାର ଉପଭାଷା

ସମୟ ସ୍ରୋତର ପ୍ରଭାବରେ 

     ବାସ୍ତବତା ର ମର୍ଯ୍ୟାଦା

ବାଲ୍ୟ କାଳର ସୌନ୍ଦର୍ଯ୍ୟ ରେ 

   ଚପଳତା ର ସ୍ମୃତି ପେଟିକା

ଯୌବନର କୌତୁହଳ ରେ

    ପ୍ରଣୟ ରୂପୀ କାବ୍ୟ କବିତା

ଜୀବନ ଚକ୍ର ର ବିହ୍ୱ ରେ

    କେବେ ଶାନ୍ତ ସୁଶୀଳ ରୂପର ଆଭା

ତ କେବେକେବେ ଅଲୋଡା ସ୍ଥିତି ରେ

    ପ୍ରତୀତ ପ୍ରାୟ ପୂର୍ବ ଦେବତା,ଆଇନା ! 

ସତ୍ୟ କହିବାର ସର୍ତ୍ତ ରେ 

    ଥାଏ ତାହାର ଭଙ୍ଗିମା, ସେ ଆଇନା !



Rate this content
Log in

Similar oriya poem from Fantasy