STORYMIRROR

TASNEEM SULTANA LADLEE

Inspirational Children

3  

TASNEEM SULTANA LADLEE

Inspirational Children

ଆମେ ଟିକି ଫୁଲ

ଆମେ ଟିକି ଫୁଲ

1 min
19


ଆମେ ସବୁ ଟିକି ଫୁଲ

ଯୁଇ ଯାଇ ହେନାରେ...


କୁନି କୁନି କଢ ହୋଇ

ଫୁଟିଥାଉ ବେଢ଼ାରେ...


ହସୁ ଆମେ ଖିଲି ଖିଲି

ଭିନ୍ମ ଭିନ୍ନ ରଙ୍ଗରେ


ନାରଙ୍ଗୀ, ସବୁଜ ସହ

ଧୋବ ଫର ଫରରେ...


ସୁନ୍ଦର କି କେବେ ଦିଶେ

ସେଇ ଫୁଲ ଉଦ୍ୟାନ ,


ଏକ ରଙ୍ଗେ ଯହିଁ ଥାଏ

 ତା' ବନ ଉପବନ !


ଆମ ଦେଶେ ଯେତେ ଅଛୁ

ହିନ୍ଦୁ କି ମୁସଲମାନ...


ଜୈନ ଅବା ଶିଖ ଅଟୁ,

ବୌଦ୍ଧ  କି ଖ୍ରୀଷ୍ଟିଆନ ।


ଭିନ୍ନ ଭିନ୍ନ ଜାତି ମଧ୍ୟେ 

ଏକ ,ପରିଚୟ ଆମର


ଆମେ ସଭିଏଁ ଅଟୁ ସନ୍ତାନ

ଏ ଭାରତ ମାଆ'ର...।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational