Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ଆମେ ଓଡିଆ ଭାରି ବଢିଆ*******?***

ଆମେ ଓଡିଆ ଭାରି ବଢିଆ*******?***

1 min
184



ଆମେ ଓଡିଆ ଭାରି ବଢିଆ

ପୃଥୀବୀର ଯେ ଆଦରଣୀୟ

କଥାର ଚାଲି ରେ ସଂସ୍କାର ରେ

କର୍ମରେ ସେ ଅପୁରଣିୟ l


ଓଡିଶା ଜାତିର ଛନ୍ଦମଧୁର

ମନ୍ଦ ମରୁତ କୋଳେ

ଶସ୍ୟ ଶାମଳ ଶିଶିର ଶିକ୍ତ

ହରିତ କ୍ଷେତ୍ର ଦୋଳେ

ସରସତାର ପରିପୁରଣୀୟ l


ଏହି ପରିବାର ସାଥେ ରହି

ବିଜୟର ବିନ୍ଦୁ ସାଥେ ନେଇ

ସିଂହ ସମାନ ଆଗାଉ ସବୁରି

ଇତିହାସ କରିବ ନିର୍ଣୟ l


ଜାତିପରେ ପଶୁବଳୀଦଳ କରିଥିଲେ ନିଷ୍ପେସିତ

ଆଜି କିନ୍ତୁ ନାହିଁ ସେ ସବୁ ଗାଥା

ହୋଇଛନ୍ତି ତ ସଚେତ

ଆଜିଆମ ଓଡିଆ ପରିବାର ଦେଖ

ଭାରି ବଢିଆ ପ୍ରାୟ l


..


Rate this content
Log in

Similar oriya poem from Inspirational