Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chandrakanta Jena

Inspirational Children

4  

Chandrakanta Jena

Inspirational Children

ଆମେ ହୋଇବୁ ଜଗତଜିତା

ଆମେ ହୋଇବୁ ଜଗତଜିତା

1 min
264



ନିଜ ହାତେ ନିଜେ

ଗଢିବୁ ଏ ଦେଶ ନହୋଇ ଅପାରଗତା

ଆମେ ହୋଇବୁ ଜଗତଜିତା !!


ଦୂରିତ କରିବୁ ଅନାହାର ଦୁଃଖ

ଦୂର କରିଦେବୁ ଅବ୍ୟବସ୍ଥା

ଆମେ ହୋଇବୁ ଜଗତଯିତା !!


ବିଶ୍ୱଦରବାରେ ଶ୍ରେଷ୍ଠ ବୋଲାଇବୁ

ବଜାଇ ରଖିଥିବୁ ଅଖଣ୍ଡତା

ଆମେ ହୋଇବୁ ଜଗତଜିତା !!


ଏ ମାଟି ମାଆର ଗୌରବ ଗାଇବୁ

ଭାଙ୍ଗି ସବୁ ନିରବତା

ଆମେ ହୋଇବୁ ଜଗତଜିତା !!


ଆମେ ଭବିଷ୍ୟତ ଏ ବୀର ମାଟିର

ଆମ ହାତରେ ଉନ୍ନତି ସୁତା

ଆମେ ହୋଇବୁ ଜଗତଜିତା !!


ଏ ଦେଶେ ଜନମି ହେଲୁ ଆମେ ଧନ୍ୟ

ଜୟ ଜୟ ହେ ଭାରତ ମାତା

ଆମେ ହୋଇବୁ ଜଗତଜିତା !!



Rate this content
Log in

Similar oriya poem from Inspirational