Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sameer Kanhar

Children

3  

Sameer Kanhar

Children

ଆମ ଗାଁ

ଆମ ଗାଁ

1 min
176


ଆମ ଗାଁ ମତେ ଭଲ ଲାଗେରେ,  

 ଆମ ଗାଁ ଭାରି ଭଲ ଲାଗେରେ । 

 ଆମ ଗାଁ ପଡିଆ ଅତି ପାଖରେ,

ଆମ ଆମ୍ବ ତୋଟା ଭାରି ବଢିଆ।  

 ଗାଈ ଚରିବାକୁ ଯାଆନ୍ତି ସେଠି, 

ଗାଈ ନୁହେଁ ସେ ଆମ ମାଆଟି ।   

ଅଜା ଆଈଙ୍କର ଲାଗେ ଝଗଡ଼ା,  

  ଗାଆଁରେ ମିଳୁଥାଏ ନାଲି ଉଖୁଡ଼ା। 

ନୂଆଁଖାଇ ଆମ ବଡ଼ ପରବ,

ଝିଅ ବୋହୁଙ୍କର କି ସଜବାଜ ।

ଆମ ଗାଆଁ ନଈ ଅତି ପାଖରେ, 

 ସାଙ୍ଗ ମେଳେ ଡିଆ କୁଦା ମଜା କରୁରେ।  

 ଆମ ଗାଁ ପାହାଡ଼ ଅତି ପାଖରେ, 

 ନାଚି ବୁଲି ସାଙ୍ଗ ଗାଇ ବୁଲୁରେ। 

ସବୁ ମୁଁ ଦେଖିଛି ଏହି ଆଖିରେ,

କେମିତି କହ ସାଙ୍ଗ ଭୁଲି ଯିବିରେ।

 ଆମ ଗାଁ ମତେ ଭଲ ଲାଗେରେ,  

  ଆମ ଗାଁ ଭାରି ଭଲ ଲାଗେରେ।    

                             



Rate this content
Log in

Similar oriya poem from Children