Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ଆମ ଗାଁ ଦୁର୍ଗା ପୁଜା

ଆମ ଗାଁ ଦୁର୍ଗା ପୁଜା

1 min
174



ଛୋଟ ମୋର ଗାଁରେ

ଦୁର୍ଗା ପୁଜା ହୁଏରେ

ଆନନ୍ଦ ଝରେରେ

ଆଉ ,ଖୁସି କେତେ ଭାସେରେ ।


ଗାଁଆ ନାମ ବାଘୁଆ

ସବୁ କାମ ଆଗୁଆ

ସେନେହ ଭାବ ବନ୍ଧନ, ସମୁଦ୍ରେ

ଜୁଆର ଉଠେରେ ।


କାଶତଣ୍ଡୀ ହସେରେ

କୁମୁଦିନୀ ରଶେରେ

ଶ୍ୟାମଳ ଶଇଳ,

ତୁଷାର ବିମଳ

ଉତ୍ସାହ କେତେ ଆଣେରେ ।


ଦିବସ ଯାମିନୀରେ

ମା ରୁପ ଝଲକରେ

ଅପରୁପ ଶୋଭା 

ପ୍ରକାଶଇ ଅତି

ମନରେ ଶାନ୍ତି ବହଇରେ ।


ଶାରଦ ର କେଦାରେ

ଗାଆଁ ଦ୍ବାରେ ଦ୍ବାରେ

ଆନନ୍ଦର ରାଶି 

ଖେଳଇ ପ୍ରକାଶି

ଖୁସିରେ ଦିନ ବିତଇରେ ।


Rate this content
Log in

Similar oriya poem from Inspirational