STORYMIRROR

Dipti lekha Mishra

Inspirational

3  

Dipti lekha Mishra

Inspirational

କିଏ ନୁହଁ ତା ପରି

କିଏ ନୁହଁ ତା ପରି

1 min
308

ନ ଅଇରି ନାରୀ

କିଏ ବି ନୁହଁ

ସମ ତା ପରି

ସିଏ ତ ନାରୀ ॥


ସହିପାରେ ନାରୀ

ଗଢିପାରେ ନାରୀ

ପାଳିପାରେ ନାରୀ

ଯତ୍ନ ନିଏ ଏକା ନାରୀ ॥


କହି ବି ପାରେ ନାରୀ

କଷ୍ଟ ବି ଦିଏ ନାରୀ

ଭାଙ୍ଗିପାରେ ନାରୀ

ନୁହଁ କିଏ ତା ପରି ॥


ନାରୀ ଅଟେ ସୁନ୍ଦରୀ

ବାଟ ଚାଲେ ଗର୍ବ ନ କରି

କଥାକହେ ଥିରିଥିରି

କିଏ ନୁହଁ ତା ପରୀ ।


ହସାଇ ପାରେ ନାରୀ

କନ୍ଦାଇପାରେ ନାରୀ

ଖେଳାଇପାରେ ନାରୀ

କିଏ ନୁହଁ ତା ପରି ॥


ସଭିଙ୍କୁ ଆପଣା କରି

ଦୁଃଖ ସାମନା କରି

ଲୁହ ପିଏ ପାଣି ପରି

କିଏ ନୁହଁ ତା ପରି ॥


ଅଟେ ସେ ପର୍ବତ ପରି

ସାନଙ୍କୁ ଆଶୀଷ କରି

ବଡଙ୍କୁ ସମ୍ମାନ କରି

କିଏ ନୁହଁ ତା ପରି ॥



Rate this content
Log in

Similar oriya poem from Inspirational