STORYMIRROR

Pramila Mohanty

Inspirational Others

2  

Pramila Mohanty

Inspirational Others

ଆଲୋକ

ଆଲୋକ

1 min
120


ମନୁଷ୍ୟ ଜୀବନ ଉତ୍ତାନ ପାଦର

ଏକ ନମୁନା ଆଶାର ଆଲୋକ

ଜୀବନର କ୍ଷେତ୍ର ଫଳରେ

ଏକ ମହକିତ ଉନ୍ମାଦନା

ଏକ ବିଛ୍ଛୁରିତ ଜୋଛନା

ଆଶାନେଇ ବଞିବା 

ପରିସ୍ଥିତିର ଏକ ଅବ୍ଯକ୍ତ ସଂଵାହକ ପ୍ରେରଣା

ଆସୁ ପଛେ ଯେତେ ପରିସ୍ଥିତି

ଆଶାର ଆଲୋକ ର ରଶ୍ମି

କିରଣ ହାରିବାକୁ ଦିଏନା

ଉନ୍ମାଦରେ ଆଗକୁ ହାତ ଧରି ନିଏ 

ଆସୁପଛେ ଯେତେ ଯନ୍ତ୍ରଣା       

   ଜାଗି ଉଠେ ମନ କରିଯାଏ  

ବଢାଏ ହାତ କରିଯାଏ ସାଧନା  

ପରିପୂର୍ଣ୍ଣ ହୁଏ ଅବାଞ୍ଛିତ ମନର

    ବାଞିତ ମନସ୍କାମନା

ଆଶାର ରାହାକୁ ଛାଡି ଆଉ

  ବଞିହୁଏନା 

ଭୂଲାଇ ଦିଏ ସବୁ ଲାଛ୍ଛନା

ଭରିଦିଏ ଉନ୍ମାଦିତ ବାସ୍ନା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational