STORYMIRROR

BANITA SAHU

Inspirational

2  

BANITA SAHU

Inspirational

ଆଳସ୍ଯକୁ କର ବର୍ଜନ

ଆଳସ୍ଯକୁ କର ବର୍ଜନ

1 min
247

ଜୀବନରେ ଛାଡ କୁ ଅଭ୍ଯାସ

କର୍ତ୍ତବ୍ଯରେ ତତ୍ପର ରହିବା ଆସ

ଛୋଟ ଜୀବ ହେଲେବି ପିମ୍ପୁଡି ଭାଇ

ଅନେକ କିଛି ଶିଖିବା ମିଳିମିଶି ଯାଇ

ଆଳସ୍ଯ ଯେବେ ଛାଡିବ 

ଜୀବନରେ ଅଗ୍ରଗତି ତେବେ ପାଇବ

ନିଜ କର୍ତ୍ତବ୍ଯରେ କେବେ ହେଳା ନକଲେ

ଜୀବନରେ ଉନ୍ନତି ପାଇବ ଭଲେ

ଭଲ କାମ କରି ଯଶ ରଖିବ

ସମସ୍ତଙ୍କ ଠାରୁ ସ୍ନେହ ପାଇବ

ଆସ ଭାଇ ଭଉଣୀ ମିଶି ଶପଥ ନେବା

ଆଳସ୍ଯକୁ ଆମେ ଘ୍ଠଣା କରିବା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational