STORYMIRROR

kamal kumar dash

Romance

1  

kamal kumar dash

Romance

ଆଖିରେ ଆଖିରେ

ଆଖିରେ ଆଖିରେ

1 min
144


ଆଖିରେ ଆଖିରେ ଆଖି ମିଶିଗଲେ

ମନ ମନେ ଯାଏ ମିଶି

ହାତରେ ହାତରେ ହତ ମିଶିଯାଏ

ମନେ ଭରି ଯାଏ ଖୁସି--୧


ମନ ପୁରିଯାଏ କେତେ ସପନରେ

ରଂଗରେ ଭରେ ଦୂନିଆଁ

ତୁମେ ପଖେଥିଲେ ମନ ନାଚୁଥାଏ

ଲାଗେ ସବୁ ନୁଆ ନୂଆ--୨


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance