STORYMIRROR

Debadatta Jena

Romance

2  

Debadatta Jena

Romance

ଆଗୋ ଚନ୍ଦ୍ରମା...

ଆଗୋ ଚନ୍ଦ୍ରମା...

1 min
135


ଆସ୍ତେ ଆସ୍ତେ ମତେ ଭାବପ୍ରବଣ 


କରିଦେଉଚୁ ତୁ, 


ଆକାଶେ ତୋଳୁ ମେଘ ମହ୍ଲାର 


ହଜି ଯାଏରେ ମୁଁ.. 


ଜୋଛନା... ଆଗୋ...ଜୋଛନା 


ଅମା ଅନ୍ଧକାରେ.. 


ଜମା ଲୁଚି ଯାଅନା... !!


    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance