STORYMIRROR

DILIP KUMAR SAHOO

Romance

3  

DILIP KUMAR SAHOO

Romance

ଆଧୁନିକା

ଆଧୁନିକା

1 min
324

ସ୍ମାର୍ଟସିଟି ଝିଅ ମୁଁ

  ଭାରି ଫୁଲେଇ

  ଟୋକାଙ୍କୁ ଦିଏନି ଜମା

  ବାଟ ଚଲେଇ

   ଯିଏ ଦେଖେ ଫେରି ଚାହେଁ

   ମୁହଁ ବୁଲେଇ ।


  ଫୋନ୍ ମୋର ସବୁବେଳେ ବିଜିଥାଏ

  ସପନରେ ରାତି ସାରା ହଜି ଯାଏ

  ଫ୍ଲାଇଙ୍ଗ କିସ୍ କିଏ ମୋତେ ଦେଉଥାଏ

   କିଏ ପୁଣି ଲାଇନି ନିତି ମାରୁଥାଏ  

  ଥିରିଥିରି ଚାଲି ମୋର

   ବେଣୀ ହଲେଇ     ।               

      

   ରାତିସାରା ଚାଟ୍ କରେ ଚେଇଁଚେଇଁ

   ରାତି ପାହିଯାଏ କଥା ସରେ ନାହିଁ

   ଷ୍ଟାଇଲ ମୋର ଦେଖି କାର ଉଡେ ହୋସ୍

   ସ୍ମାଇଲ ମୋର କାହାକୁ ପୁଣି ଦିଏ ଯୋସ୍

   କିଏ କହେ ଓଲେଇ ମୁଁ

   ଭାରି ଗେହ୍ଲେଇ ।


  


Rate this content
Log in

Similar oriya poem from Romance