STORYMIRROR

Srinibas Mahalik

Inspirational

2  

Srinibas Mahalik

Inspirational

ଆଚରଣ

ଆଚରଣ

1 min
14K


ହୁଅନ୍ତୁ ନରେନ୍ଦ୍ର ହୁଅନ୍ତୁ ନବୀନ

ଅବା ଅନ୍ୟ କେଉଁ ନେତା

ସମସ୍ତଙ୍କୁ ଲୋକେ 'ତୁ' 'ତା' କରନ୍ତି

ବଖାଣିକି ତାଙ୍କ କଥା ।।

ନିଜକୁ ସଲ୍ଲୁଙ୍କ ପଙ୍ଖା ବୋଲି କେତେ

କୁହନ୍ତି ସଭିଙ୍କ ଆଗେ

ତଥାପି ସେମାନେ 'ତୁ' 'ତା' କରନ୍ତି

ଶୁଣିଲେ କମେଡି ଲାଗେ ।।


ଅଫିସିରେ ଥିଲେ ସାର୍ କହୁଥିବେ

ଚାଲିଗଲେ ଶଳା ବୁଢା

ଏଭଳି ଲୋକ ବି ଏଠାରେ ଅଛନ୍ତି

ଯାହାଙ୍କ ମାଇଣ୍ଡ ତେଢା ।।

ଶିକ୍ଷିତ ଲୋକ ବି ଅଶିକ୍ଷିତ ଭଳି

କରୁଛନ୍ତି ଆଚରଣ

ଯାହାର ଶିକାର ହୁଅନ୍ତି କେବଳ

ଆମ ସେଲିବ୍ରେଟିଗଣ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational