Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ନିଜ ନିଜର କଥା
ନିଜ ନିଜର କଥା
★★★★★

© Amiya Bej

Abstract

4 Minutes   7.3K    14


Content Ranking

ସୁଶାନ୍ତ ଫୋନ୍ କରିଥିଲା । ବହୁଦିନ ପରେ । ପରଚର୍ଚ୍ଚା , ନିଜଚର୍ଚ୍ଚା କରିସାରି ଆମେ ସ୍ତ୍ରୀଚର୍ଚ୍ଚାରେ ମାତିଗଲୁ !

- ତୁ ଭାଗ୍ୟବନ୍ତ ।

- କାଇଁ ? କଣ କଲିକି ?

- ଭାଉଜଟା ଆମର ରୂପବତୀ , ଗୁଣବତୀ ବୋଲି ତୋ ଭାଗ୍ୟ ଘରେ ସବୁବେଳେ ବୃହସ୍ପତି । ଆଉ ମୋତେ ଦେଖେ, ଏ ..

- କଣ ?

- ଦିନରାତି ଖାଲି କେଁକଟର । କି ହତଭାଗ୍ୟ ମୁଁଉଁଉଁ !!!

ଫୋନ୍ ଟା ଅଧାରୁ କଟିଗଲା । ଯେତେବେଳେ ଦେଖିବ କଲ୍ ଡ୍ରପ୍ । ଆଉଥରେ ଫୋନ୍ ଲଗାଇଲି ଏୟା କହିବାକୁ ଯେ -

- ମୁଁ ବି ତୋ' ଭାଗ୍ୟକୁ ନେଇ ଏଇପରି ଇର୍ଷା କରେରେ ବନ୍ଧୁ । କୁହନ୍ତିନି ଦୂର ପରବତ .......

@ଅମିୟ

abstract things far away always beautiful fortunate are others

Rate the content


Originality
Flow
Language
Cover design

Comments

Post

Some text some message..