STORYMIRROR

Akshayakumar Dash

Classics Others

2  

Akshayakumar Dash

Classics Others

ଲାଲ ଚିତା

ଲାଲ ଚିତା

1 min
37

ଘରେ ଘରେ ଲାଲ ଚିତା

ରଙ୍ଗଣି ର ଶୋଭା

ମହାମାୟା ଦେବୀ ଆବାହନୀ

ମହିଷାସୁର ରକ୍ତର

ଧାର ମନ୍ଦାକିନୀ।

ଅସୁର ମନ୍ଦ୍ ଶକ୍ତିର ରକ୍ତ ରଞ୍ଜିତ

ଲାଲ ମନ୍ଦାର ପ୍ରିୟା ମାତା

ଶକ୍ତି ପରିଚାଳକ ରୂପେ

ସଂସାରକୁ ସୁଖଶାନ୍ତି ପ୍ରଦାନ କରନ୍ତି

ନବରାତ୍ର ପୂଜା ଆରାଧନା

ଦେବୀ ଦୁର୍ଗା ମାହେଶ୍ୱରୀ

ମନ୍ତ୍ର ତନ୍ତ୍ର ସାଧନା ପୀଠ

 ଭୁବନେଶ୍ୱରୀ ଙ୍କ ନିମନ୍ତେ ଶ୍ରଦ୍ଧାଞ୍ଜଳି

ଯାଦେବୀ ସର୍ବ ଭୂତେଶୁ ଶକ୍ତି ରୁପେଣ

ନମ ନମ ପ୍ରଣତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics