Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସବୁ କଥାରେ ଦୁଇଟି ପଟ
ସବୁ କଥାରେ ଦୁଇଟି ପଟ
★★★★★

© ଓଡିଆ ଶିଶୁ ଗପ

Children

1 Minutes   7.3K    13


Content Ranking

ଗୋଟିଏ ଖଚର ସବୁବେଳେ ଜୋରରେ ଦୌଡିବାକୁ ଚେଷ୍ଟା କରେ କିନ୍ତୁ ସେ ପାରେ ନାହିଁ । ସେଥିପାଇଁ ତାର ମନରେ ଭାରି ଦୁଃଖ ଥାଏ । ଦିନେ ତାର ଶିଆଳ ସାଙ୍ଗରେ ଦେଖାହେଲା । ସେ ଖଚର ଶିଆଳକୁ କହିଲା, ଦେଖ ଭାଇ, ମୋ ମାଆର ଦୌଡିବାରେ ଚାରିଆଡେ ନାଁ ଥିଲା କିନ୍ତୁ ମୁଁ ଆଜି ଭଲକରି ଦୌଡି ପାରୁନାହିଁ ।

ଏହା ଶୁଣି ଶିଆଳ କହିଲା “ହଁ ଭାଇ ତା ତ ମୁଁ ବୁଝିଲି, କିନ୍ତୁ ତୁ ଭୁଲି ଯାଉଛୁ ଯେ, ଗଧ ତୋର ବାପ ଥିଲା ଏବଂ ସେ ଜୋର୍ରେ କେବେବି ଦୌଡି ପାରୁନଥିଲା, ତୁ ଠିକ୍ ତୋ ବାପ ପରିକା ହିଁ ହୋଇଛୁ ।

ସବୁ କଥାର ଦୁଇଟି ପଟଥାଏ, ଏ ଦୁଇଟି ପଟକୁ ଦେଖି ବିଚାର କରିବାକୁ ପଡେ ।

ଖଚର ଶିଆଳ ବିଚାର

Rate the content


Originality
Flow
Language
Cover design

Comments

Post

Some text some message..