Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children

2.5  

ଓଡିଆ ଶିଶୁ ଗପ

Children

ଲୋଭୀ କୁକୁର

ଲୋଭୀ କୁକୁର

1 min
979


ଗୋଟିଏ ଦିନ ଗୋଟେ କୁକୁରକୁ ଗୋଟେ ହାଡ ଖଣ୍ଡ ମିଳିଗଲା । ସେ ତାହାକୁ ନିଜ ମୁହଁରେ ଧରି ଗୋଟେ କୋଣରେ ବସିଲା । ସେ କିଛି ସମୟ ପର୍ଯ୍ୟନ୍ତ ସେ ହାଡ଼କୁ ଚାଟିବାରେ ଲାଗିଲା ।

କିଛି ସମୟ ପରେ କ୍ଲାନ୍ତ ହୋଇ ସେ ସେଇଠି ଶୋଇପଡ଼ିଲା । ଯେତେବଳେ ତା ନିଦ ଭାଙ୍ଗିଲା ସେତେବଳେ ତାକୁ ବହୁତ ଜୋରରେ ନିଦ ଲାଗୁଥିଲା । ମୁହଁରେ ସେ ହାଡର ଟୁକୁଡାକୁ ଧରି ସେ ପାଣି ପିଇବା ପାଇଁ ନଦୀ ପାଖକୁ ଗଲା ।

ସେ ନଦୀରେ ମୁହାଣରେ ପହଁଚିଲା । ନଦୀର ପାଣି କେମିତି ଅଛି ବୋଲି ସେ ଦେଖିଲା । ତାକୁ ତାର ଛାୟା ନଦୀରେ ପାଣିରେ ଦିଶିଲା । ତାକୁ ଲାଗିଲା ନଦୀ ଭିତରେ ଆଉ ଅଟେ କୁକୁର ଅଛି ।

ସେ କୁକୁର ବି ଗୋଟେ ହାଡ ଧରିଛି । କୁକୁରର ମନରେ ସେ ପାଣି ଭିତରେ ଥିବା କୁକୁରର ହାଡ କୁ ବି ଖାଇବାର ଇଛା ଆସିଲା । ସେ ରାଗି ଯାଇକି ଯେମିତି ଭୋକିବାରେ ଲାଗିଲା ,ତା ମୁହଁରେ ଧରିଥିବା ହାଡ ବି ନଦୀ ରେ ପଡିଗଲା । ଲାଲାସା ବା ବେଶି ଆଶା ହେବା କାରଣରୁ ନିଜ ମୁହଁରେ ଥିବା ସେ ହାଡ କୁ ବି ପାଇଲା ନାହିଁ ।

ଶିକ୍ଷା -" ଅତି ଲୋଭରେ ମୃତ୍ୟୁ "


Rate this content
Log in

Similar oriya story from Children