STORYMIRROR

Sameer Kanhar

Drama Classics Fantasy

4  

Sameer Kanhar

Drama Classics Fantasy

ରାମ

ରାମ

2 mins
699

ସତ୍ୟ ଯୁଗର କଥା ଅଯୋଧ୍ୟା ବୋଲି ଗୋଟିଏ ରାଜ୍ୟ ଥିଲା ସେଠାରେ ଜଣେ ରାଜା ରହୁଥିଲେ ରାଜା ଙ୍କ ନାମ ଥିଲା ଦଶରଥ ତାଙ୍କର ତିନିରାଣୀ କୌଶଲ୍ୟା,କୈକେୟୀ ଓ ସୁମିତ୍ରା ରାଜା ଙ୍କ ବହୁତ୍ ଧନ ସମ୍ପତ୍ତି ରେ ଭର୍ ଫୁର୍ ଥିଲା ଏମିତି କି ହାତୀ, ଘୋଡ଼ା, ଗଧ ଓ ସୈନ୍ୟସାମନ୍ତ ରେ ସମ୍ପୂର୍ଣ ଭାବେ ଥିଲା ଅଯୋଧ୍ୟା ନଗରୀ ସବୁଠାରୁ ସୁନ୍ଦର ଭାବରେ ପରିପୂର୍ଣ୍ଣ ହୋଇଥିଲା କିନ୍ତୁ ସବୁ ଥିବା ସତ୍ୟ ମଦ୍ୟ ରାଜା ଅଯୋଧ୍ୟା ରେ ଗୋଟିଏ ଅଭାବ ଟିଏ ଥିଲା। ତିନି ରାଣୀ ମଧ୍ୟରୁ କାହାରି ଭି ପୁତ୍ର ସନ୍ତାନ ନଥିଲା ତେଣୁ ସେ ବହୁତ୍ ଦୁଃଖିତ ରହୁଥିଲେ। ଏହି ସମୟରେ ସେ ଜଣେ ଋଷି ଙ୍କୁ ଅନୁସରଣ କଲେ ତାଙ୍କୁ ସବୁକଥା କହିଲେ। ଋଷି ମଦ୍ୟ କହିଲେ ଯେ ଆପଣ ପୁତ୍ର ଯଜ୍ଞ କରିବାକୁ ଏକ ମହାଯଜ୍ଞ କରିବାକୁ ପଡ଼ିବ ତେଣୁ ତାଙ୍କ କଥା ରେ ଯଜ୍ଞ ସମ୍ପୁର୍ଣ ହେଲା ଯଜ୍ଞ ସନ୍ତୁଷ୍ଟ ହୋଇ ଅଗ୍ନୀ ଦେବତା ତାଙ୍କୁ ଗୋଟିଏ ବର ପ୍ରଦାନ କଲେ। ସେଥିରୁ ସେ ପୁତ୍ର ସନ୍ତାନ ମୁଖ ଦର୍ଶନ କଲେ। କୌଶଲ୍ୟା ଠାରୁ ରାମ, କୈକେୟୀ ଠାରୁ ଭାରତ ଓ ସୁମିତ୍ରା ଠାରୁ ଲକ୍ଷ୍ମଣ ଶତ୍ରୁଘ୍ନ୍ ଜନ୍ମ ଗ୍ରହଣ କଲେ। ଏହି ଭଳି ଭାବରେ ୪ ଟି ପୁତ୍ର ସନ୍ତାନ ମୁଖ ଦର୍ଶନ କଲେ ରାଜା ଅଯୋଧ୍ୟା ପତି । ରାମ ଙ୍କ ରାଜା ଅଭିଷେକ କରିବା ସମ୍ବାଦ ପାଇଁ କୈକେୟୀ ପୂର୍ବ ରୁ ହୋଇ ଥିବା ସେ ଦୁଇ ଟି ବର ଅଙ୍ଗୀକାର କଲେ ପ୍ରଥମ ବର ହେଉଛି ଭାରତ ରାଜା ହେବ ଓ ଦୂତିୟ ବର ହେଉଛି ରାମ ବନବାସ ଯିବ ରାମ ବାପାଙ୍କ ସତ୍ୟ ରକ୍ଷା କରିବା ପାଇଁ ସଙ୍ଗେ ସଙ୍ଗେ ବନକୁ ବାହାରି ପଡିଲେ ଓ ତା ସାଙ୍ଗକୁ ସିତା ଓ ଭାଇ ଲକ୍ଷ୍ମଣ ମଦ୍ୟ ସାଙ୍ଗରେ ବନ ଗମନ କଲେ କିଛି ବର୍ଷ ପରେ ଦୁଷ୍ଟ ରାବଣ ପଞ୍ଚବଟୀ ବନ ରୁ ସୀତା ଚୋରି ହେବ ଓ ରାମ ସୀତାଙ୍କୁ ଖୋଜିବା ପାଇଁ ବଳି ସହ ମିତ୍ରତା କରିବା ହନୁମାନ ବାଟିକା ରେ ରହି ହନୁମାନ ମାତାଙ୍କ ସନ୍ଦେଶ ସଂଗ୍ରହ କରିବା ଏଵଂ ପଶୁପକ୍ଷୀ ମାନେ ମିଶି ସେତୁ ବନ୍ଦ ବାନ୍ଧିବ ରାମ ଥିଲେ ଜଣେ ସତ୍ୟ ନିଷ୍ଟା ରାଜା ଅଯୋଧ୍ୟା ରେ ତାକୁ ଅଧିକ ଭଲ ପାଉଥିଲେ ମାତାଙ୍କୁ ଉଦ୍ଧାର କରି ଓ ଲଙ୍କା ପତି ରାବଣ କୁ ବଧ କରି ଶ୍ରୀ ରାମଚନ୍ଦ୍ରଙ୍କୁ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କଲେ ଏବଂ କିଛି ବର୍ଷ ପରେ ମାତା ସୀତାଙ୍କୁ ପୁଣି ବାଲ୍ମୀକି ଆଶ୍ରମରେ ଛାଡ଼ିଦେଲେ । ଅଯୋଧ୍ୟା କୁ ଶାନ୍ତି ରେ ରଖିବା ପାଈ ଅଶ୍ୱମେଧ ଯଜ୍ଞ ସମ୍ପୁର୍ଣ କଲେ ଏହି ସମୟ ରେ ଯମ ଆସି ପ୍ରଭୁ ରାମଚନ୍ଦ୍ରଙ୍କୁ ଦେଖା କରିବା ଓ ପ୍ରିୟ ଭାଇ ଲକ୍ଷ୍ମଣ ଙ୍କୁ ବଧ କରିବା ଓ ସୀତାଙ୍କୁ ହରାଇବା ଇତ୍ୟାଦି ରେ ରାଜା ରାମଚନ୍ଦ୍ର ମଦ୍ୟ ଶେଷରେ ସରୁପା ନଦୀରେ ଦେହ ତ୍ୟାଗ କରିଥିଲେ ।ଲବ କୁଶ ରାଜା ହେଲେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama