Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Tragedy

3  

Geeta Sarangi

Tragedy

ଜୀବନ ଗୀତା-୪୧୯

ଜୀବନ ଗୀତା-୪୧୯

1 min
238


ଜୀବନ ଯେବେ ହାମୁଡେଇ ପଡେ

କରିବାକୁ ତାକୁ ଠିଆ

କେତେଯେ ଲୋଡା ହୁଅଇ ଯତନ

ଲାଗଇ କେତେ ପାରିଆ ॥୦॥

ଓଲଟ ସମୟ ଓଲଟାଇ ଦିଏ

ଜୀବନର ସବୁକିଛି

ଗୁମୁରି କାନ୍ଦଇ ଜୀବନତ ନିତି

ଆଖିଲୁହ ପୋଛିପୋଛି

ଏମିତି ବେଳେ ପିଠି ଆଉଁଷାରେ

ସାହାସ ପାଏ ତା ହିଆ ॥୧॥

ଅଭୟ ବରଦ ହାତଟିଏ ଲୋଡା

ଆଶୀର୍ବାଦ ଟିକେ ପାଇଁ

ବିଭୁ କରୁଣାରୁ ଯୋଡି ହୋଇଯାଏ

ଜୀବନର ଫଟାଭୂଇଁ

ଲାଗେନା ଆଉ ଜୀବନରେ କେବେ

ନିଜକୁତ ଏକୁଟିଆ ॥୨॥



Rate this content
Log in

Similar oriya poem from Tragedy