Audio

Forum

Read

Contests

Language


Write

Sign in
Wohoo!,
Dear user,
★ ଅଗପ ★
★ ଅଗପ ★
★★★★★

© Amiya Bej

Inspirational

1 Minutes   6.5K    6


Content Ranking

★ ଅଗପ ★

ସବୁବେଳେ କଣ ଗୋଟେ ଗପ ମଁ ।

କିଛି ଅଗପ ବି ହେଉ ଆଜି !

ଯେଥିରେ ସତ ଆଉ ସତ ।

ମୋ' ବୋଉର ପରିଶ୍ରମ , ଏକ ଉପନ୍ୟାସ ନୁହଁ କି ?

ଆମର ବାରି ନାହିଁ। କିନ୍ତୁ ସେ ହାରି ନାହିଁ।

ବାସ୍ ଛାତ ଉପରେ ସବୁକିଛି ।

କହେ -

- ତୁମେ ସବୁ ତ ବାହାରେ ।

ଗାଁଗଣ୍ଡାରେ କାହାର ଅଭାବ ଯେ' ?

ବାଣ୍ଟିଲେ ବି ମୁହଁ ମୋଡନ୍ତି ସମସ୍ତେ !!!

★★★

ଆପଣ ମାନେ ବି ଚେଷ୍ଟା କରୁନାହାନ୍ତି ?

କବିତା ଗପ ନୁହଁ ମଁ ।

ଛାତ ଉପରେ ପରିବା ଚାଷ !!!!

ହା ହା ପାରିବେନି ନା ?

ଏସବୁ କେବଳ ବୋଉ ମାନଙ୍କ ଅକ୍ତିଆରରେ ।

ଆମେସବୁ ଅଳସୁଆ ଖାଲି କାଗଜ କଲମରେ ....!

ଅଗପ ଅଭାବ ଛାତ

Rate the content


Originality
Flow
Language
Cover design

Comments

Post


Some text some message..