Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Inspirational

2  

Amiya Bej

Inspirational

★ ଅଗପ ★

★ ଅଗପ ★

1 min
6.6K


★ ଅଗପ ★

ସବୁବେଳେ କଣ ଗୋଟେ ଗପ ମଁ ।

କିଛି ଅଗପ ବି ହେଉ ଆଜି !

ଯେଥିରେ ସତ ଆଉ ସତ ।

ମୋ' ବୋଉର ପରିଶ୍ରମ , ଏକ ଉପନ୍ୟାସ ନୁହଁ କି ?

ଆମର ବାରି ନାହିଁ। କିନ୍ତୁ ସେ ହାରି ନାହିଁ।

ବାସ୍ ଛାତ ଉପରେ ସବୁକିଛି ।

କହେ -

- ତୁମେ ସବୁ ତ ବାହାରେ ।

ଗାଁଗଣ୍ଡାରେ କାହାର ଅଭାବ ଯେ' ?

ବାଣ୍ଟିଲେ ବି ମୁହଁ ମୋଡନ୍ତି ସମସ୍ତେ !!!

★★★

ଆପଣ ମାନେ ବି ଚେଷ୍ଟା କରୁନାହାନ୍ତି ?

କବିତା ଗପ ନୁହଁ ମଁ ।

ଛାତ ଉପରେ ପରିବା ଚାଷ !!!!

ହା ହା ପାରିବେନି ନା ?

ଏସବୁ କେବଳ ବୋଉ ମାନଙ୍କ ଅକ୍ତିଆରରେ ।

ଆମେସବୁ ଅଳସୁଆ ଖାଲି କାଗଜ କଲମରେ ....!


Rate this content
Log in

Similar oriya poem from Inspirational