Audio

Forum

Read

Contests

Language


Write

Sign in
Wohoo!,
Dear user,
ଜୀବନ ଚକ୍ର
ଜୀବନ ଚକ୍ର
★★★★★

© Pramila Sahoo

Inspirational

1 Minutes   6.2K    3


Content Ranking

ଜୀବନ ଚକ୍ରରେ

ଆସେ ଅନେକ ପରିବର୍ତ୍ତନ

କେବେ ଦୁଃଖ ତ ଆଉ କେବେ

ଅସହାୟ "ମା"ର ଆଖି ଲୁହ

ଆଶା ବାନ୍ଧି ଥାଏ ମନରେ

ହେଲେ ସେ ହୁଏ ନାହିଁ ପୂରଣ

କିନ୍ତୁ ତା ଦୁଇ କରୁଣ ଆଖି

ଆଉ ତା ବିକଳ ମୁହଁ

ଚାହୁଁଥାଏ ଟିକିଏ ସ୍ନେହ ପ୍ରେମ ||


ଜନ୍ମ ପରଠୁ ମରଣ ଯାଏଁ

ପ୍ରତିମୂହୁର୍ତ୍ତେ ଦୁଃଖ ଯନ୍ତ୍ରଣା ସହେ

ଯେମିତି ବୃକ୍ଷ ଖରା ,ବର୍ଷା ,ଆଉ ଶୀତ

ସେମିତି ମା ଭଲ ,ଖରାପରେ ହୁଏ ସାହା.....||


ପ୍ରମିଳା ସାହୁ

ଜୀବନ ଚକ୍ର ଦୁଃଖ ପ୍ରେମ

Rate the content


Originality
Flow
Language
Cover design

Comments

Post


Some text some message..