Audio

Forum

Read

Contests

Language


Write

Sign in
Wohoo!,
Dear user,
କାଶ୍ୟପଙ୍କ ଆଜିର କବିତା
କାଶ୍ୟପଙ୍କ ଆଜିର କବିତା
★★★★★

© Ram Prasad Bisoi

Inspirational Others Abstract

1 Minutes   6.8K    1


Content Ranking

ଛୋଟିଆଯାତ୍ରା, ବେଶ ଭଲ ଲାଗେ, ତୁମ ସ୍ମୃତିରେ

ଛୋଟିଆଯାତ୍ରା, ଶୀତୁଆ ସକାଳ ମେଘାଚ୍ଛନ ଆକାଶ, ସବୁଜ ଖେତେ-ହସୁଛି-ଧାନକେଣ୍ଡା, ଚାଷୀର ଭୟ, ଧାନ ପୋକକୁ- ବିଷ ପିଇ ଆତ୍ମହତ୍ୟା କରିବାକୁ, ସରକାରୀ ସହାନୁଭୁତିର ଚାଦର ଘୋଡ଼ି ହେବାକୁ, ନିୟୁସ ହେଡ ଲାଇନ ବନିବାକୁ,

ନଇ ପଠାରେ ଖେଳୁଛି ଦୋଳି ,କାଶତଣ୍ଡି ଫୁଲ ଚଇତିର ଚଇତାଳ ସହ,

କବିତା-ମନସ୍କ କବି ଭାବି ଚାଲିଛନ୍ତି

ଅସରାଏ ଅଦିନିଆ ବର୍ଷାରେ ଯଦି ଭିଜିଗଲେ ତନୁ ମନ କୁଆଡେ କେବେ ଧୋଇ ହୋଇଯାଏ...

ସ୍ମୃତି କବିତା-ମନସ୍କ କଶ୍ୟପ

Rate the content


Originality
Flow
Language
Cover design

Comments

Post


Some text some message..