Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Srinibas Mahalik

Inspirational

0.3  

Srinibas Mahalik

Inspirational

ଆତ୍ମହତ୍ୟା

ଆତ୍ମହତ୍ୟା

1 min
6.9K


ପ୍ରେମ କରି ତୁମେ ଧୋକା ଖାଅ ପଛେ

କିମ୍ବା ହୁଅ ବିଫଳତା

ନିଜ ଜୀବନକୁ ତୁଚ୍ଛ ଭାବି କେବେ

କରନାହିଁ ଆତ୍ମହତ୍ୟା ।।

ତୁମେ ମଲାପରେ ତୁମ ପ୍ରେମିକାକୁ

ମିଳିପାରେ ସାଥିଟିଏ

ହେଲେ ତୁମ ମା' ପାଇବେନି ଆଉ

ତୁମ ଭଳି ପୁଅଟିଏ ।।

ତୁମର ଶରୀର ତୁମର ନୁହଁ ହେ

ବାପାମା'ଙ୍କ ଅବଦାନ

ସେଥିପାଇଁ ତାକୁ ଏଭଳି ରାସ୍ତାରେ

କରନାହିଁ ମୂଲ୍ୟହୀନ ।।

ଆତ୍ମହତ୍ୟା ଅର୍ଥ ମୂର୍ଖାମୀ କରିବା

ନୁହେଁ ତାହା ସମାଧାନ

ଉଚିତ୍ ନିଷ୍ପତି ନିଅ ସବୁବେଳେ

ଦୃଢ କରି ନିଜ ମନ ।।



ବିଜୟନଗର, ଗଣିଆ, ନୟାଗଡ଼


Rate this content
Log in

Similar oriya poem from Inspirational