Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଜୀବନ୍ତ ଶ୍ରୀରାମ
ଜୀବନ୍ତ ଶ୍ରୀରାମ
★★★★★

© Hrushikesh Satpathy

Inspirational

1 Minutes   6.7K    3


Content Ranking

କିଛି ସ୍ମୃତି,

 କିଛି ଅନୁଭୂତି,

  କିଛି ଟା ମଣିଷ...

ନିଜର ନିଜର

 ଲାଗିବା ପରଠୁ,

  ମୃତ୍ୟୁ ଭୟ ବି

   ମନରୁ ଦୂରେଇ ଯାଏ।

ମନ କହେ,

 ସୁନ୍ଦର ସନ୍ସାର

  ଦେଲା ମୋତେ ସବୁ କିଛି

   ଆଉ କିଛି ଲୋଡ଼ା ନାହିଁ...

ଯାହା ମୁଁ ପାଇଛି

 ବାଣ୍ଟଦେବି,ଢାଳିଦେବି,

  ସେଇ ସୁନ୍ଦର ମଣିଷ,

   ନିଜର ମଣିଷ ମାନଙ୍କୁ...

ସନ୍ସାରର ସବୁଆଡେ

 ମମତା ଓ ବନ୍ଧନର ଭ୍ରୁଣ,

  ଚାରିଆଡ଼େ ରାମ ରାଜ୍ୟ,

   ଜୀବନ୍ତ ଶ୍ରୀ ରାମ ,

ଲୋଡ଼ା ନାହିଁ କେବେବି କାହାକୁ

   ଶ୍ରୀ ରାମ ମନ୍ଦିର ।

ଜୀବନ୍ତ ଶ୍ରୀରାମ ମୃତ୍ୟୁ ମଣିଷ

Rate the content


Originality
Flow
Language
Cover design

Comments

Post

Some text some message..