STORYMIRROR

Ashutosh Swain

Romance

1  

Ashutosh Swain

Romance

ତୁମେ ଆସିଲ

ତୁମେ ଆସିଲ

1 min
477

ତୁମେଆସିଲ

ତୁମେ ନୀଳସାଗରର ଅସୁମାରି ଢେଉ

ଅସରନ୍ତି ଆକାଶର ମିଂଜିମିଂଜି ତାରା

 ଲାଲ୍ ଗୋଲାପ କଢି

ଦିଗବଳୟର ତୁମେ ଲାଜକୁଳା ସୁର୍ଯ୍ୟ

ତୁମେ ସେଇ ପ୍ରେମିକ ଭ୍ରମର

ତୁମେ ମୋ ଜୀବନ ମହ୍ଲାର


Rate this content
Log in

Similar oriya poem from Romance