ସ୍ୱତନ୍ତ୍ର ସମ୍ପର୍କ
ସ୍ୱତନ୍ତ୍ର ସମ୍ପର୍କ
ରକତ ସମ୍ପର୍କ ଅତ୍ୟନ୍ତ ନିବିଡ
ବିଜ୍ଞାନ ବି ମାନିଥାଏ
ହେଲେ କେହି ନାହିଁ ଆତ୍ମୀୟଙ୍କ ଆଗେ
ସବୁ ଖୋଲି କରି କହେ
ଭଲ ପାଇବାଟା ଏମିତ ସ୍ୱତନ୍ତ୍ର
ଅଜଣା ନିଜର ହୁଏ
ଚାହଁ କି ନ ଚାହଁ ଅନ୍ତରର କଥା
ଆପେ ଆପେ ଖୋଲିଯାଏ
ଚିତ୍ତ ରଞ୍ଜନ ଲେଙ୍କା (କଟକ)
ରକତ ସମ୍ପର୍କ ଅତ୍ୟନ୍ତ ନିବିଡ
ବିଜ୍ଞାନ ବି ମାନିଥାଏ
ହେଲେ କେହି ନାହିଁ ଆତ୍ମୀୟଙ୍କ ଆଗେ
ସବୁ ଖୋଲି କରି କହେ
ଭଲ ପାଇବାଟା ଏମିତ ସ୍ୱତନ୍ତ୍ର
ଅଜଣା ନିଜର ହୁଏ
ଚାହଁ କି ନ ଚାହଁ ଅନ୍ତରର କଥା
ଆପେ ଆପେ ଖୋଲିଯାଏ
ଚିତ୍ତ ରଞ୍ଜନ ଲେଙ୍କା (କଟକ)