ଆଶା ହିଁ ନିରାଶା
ଆଶା ହିଁ ନିରାଶା
ସ୍ୱାର୍ଥ ହୀନ ହୋଇ ପର ଉପକାରେ
ରଖିଥିବ ଯଦି ଆଶା
ଆସୁ ପଛେ ମାଡି ଯେତେ ଝଡ ଝଞ୍ଜା
ତୁଟିବ ନାହିଁ ଭରସା
ରଖିବନି ଆଶା ନିଜର ପ୍ରଶଂସା
ଭାବିବନି ତାକୁ ବଡ
ସେ ଏମିତି ଚିଜ ଆଣଇ ଗରବ
ଅଦିନେ ବତାସ ଝଡ
ଚିତ୍ତ ରଞ୍ଜନ ଲେଙ୍କା (କଟକ)©
ସ୍ୱାର୍ଥ ହୀନ ହୋଇ ପର ଉପକାରେ
ରଖିଥିବ ଯଦି ଆଶା
ଆସୁ ପଛେ ମାଡି ଯେତେ ଝଡ ଝଞ୍ଜା
ତୁଟିବ ନାହିଁ ଭରସା
ରଖିବନି ଆଶା ନିଜର ପ୍ରଶଂସା
ଭାବିବନି ତାକୁ ବଡ
ସେ ଏମିତି ଚିଜ ଆଣଇ ଗରବ
ଅଦିନେ ବତାସ ଝଡ
ଚିତ୍ତ ରଞ୍ଜନ ଲେଙ୍କା (କଟକ)©