Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଵଳରାମ ତରାଈ

Romance Tragedy

2  

ଵଳରାମ ତରାଈ

Romance Tragedy

କବିତା

କବିତା

1 min
175


କେହିବି ତ ଆସିପାରେ ମୋ ଲାଇଫ୍ ରେ ମୋ ସପନରେ

କାହାରିକୁ ମନା ନାହିଁ ପ୍ରିୟା

ହେଲେ ତମ ଛଡା ଆଜି ଯେ କେହି

ମୋ ସପନରେ ମୋ ଲାଇଫ୍ ରେ ଆସିନାହିଁ

ମୋ ସପନରେ ଆସି ନାହିଁ

ତମ ପରି ପ୍ରିୟା ମୁଁ କାହାକୁ ଦେଖି ନାହିଁ

ତମ କଥା ଭଳି ସୁନ୍ଦର କଥା ମୁଁ କାହାଠାରୁ ଶୁଣି ନାହିଁ

ତମ ଭଲ ପାଇବା ମୁଁ କାହାଠୁ ପାଇ ନାହିଁ ।

ବଳରାମ ତରାଇ


Rate this content
Log in

Similar oriya poem from Romance