STORYMIRROR

Narottam Padhan

Romance

3  

Narottam Padhan

Romance

ମନେ ପଡ ପ୍ରିୟା ତୁମେ

ମନେ ପଡ ପ୍ରିୟା ତୁମେ

1 min
314

ଅମାବାସ୍ୟା ରାତିର ସେଇ କିଟି କିଟି ଅନ୍ଧାର ରେ

ଆଉ ଏକା ଏକା ଘର ଛାତ ଉପରେ

ମନେ ପଡ ପ୍ରିୟା ତୁମେ ମୋର

ସେଇ ଭଙ୍ଗା ହୃଦୟ ଭିତରେ।।

ଦିନେ ତୁମେ ଥିଲ ସେଇ ହୃଦୟ ସିନ୍ଦୁକ

ରଖିଥିଲି କେତେ ଯତ୍ନ କରି

ଜୀବନଠୁ ବେଶି ଭଲ ପାଉଥିଲି

ପ୍ରତି ମୁହୂର୍ତ୍ତରେ ।।

କଣ ତୁମେ ଭାବୁଥିଲ

ମୋ ହୃଦୟ ସିନ୍ଦୁକ ପଥର ତିଆରି...??

ଏହାତ ତିଆରି ରକ୍ତ ମାଉଁସ ରେ

ତାକୁ ପୁଣି ଭାଙ୍ଗି ଦେଲ

ଧୋକା ଯନ୍ତ୍ରଣାରେ ।।

କିଛି ସ୍ବାର୍ଥ ପାଇଁ ପ୍ରିୟା

ତମେ ମତେ ଭୁଲି ଗଲ

ମୋ ହୃଦୟ ସିନ୍ଦୁକକୁ

ପାଦରେ ଦଳି ଚୁନା କରି ଦେଲ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance