STORYMIRROR

Narottam Padhan

Abstract

2  

Narottam Padhan

Abstract

ହୋଇଯାଅ

ହୋଇଯାଅ

1 min
325

ତୁ ମୋ ମନର ମାନସୀ

ପୂର୍ଣ୍ଣିମା ରାତି ର ଜହ୍ନ

ତତେ ନ ଦେଖିବା ଆଗରୁ

ଦେଇ ସାରିଲିଣି ମନ


କୋଇଲି ର ମଧୁର ସ୍ୱର ତୁ

ଆଉ ମହୁମାଛି ର ମିଠା ମହୁ

ତୋ ପାଖେ ମୋ ଏତିକି ମାଗୁଣି

ହୋଇଯାଅ ଆମ ଘର ବୋହୁ


ରଖିବି ତତେ ମୁଁ ରାଣୀ କରି

ଦେବି ତତେ ସ୍ବର୍ଗ ର ସୁଖ

ହୋଇଯାଅ ମୋ ଜୀବନ ସାଥୀ

ଜାଣି ପାରିବନି କଣ ଦୁଃଖ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract