STORYMIRROR

Narottam Padhan

Romance

2  

Narottam Padhan

Romance

ତୁ ମୋ

ତୁ ମୋ

1 min
455

ତୁ ମୋ ଧରା ତୁ ମୋ ଧରିତ୍ରୀ

ତୁ ମୋ ଜୀବନ ଶିଖା

ମୁଁ ତୋ ପାଗଳ ପ୍ରେମିକ

ଚାହିଁ ରହିଛି ତୋ ବାଟ କୁ ଏକା


କେବେ ତୁ ଆସିବୁ ସାଜି ମୋ ରାଣୀ

ଅପେକ୍ଷା କରିଛି ସେ ଦିନକୁ

ହୃଦୟ ମୋର ଥୟ ଧରୁ ନାହିଁ

ମନ ଦେଉ ନାହିଁ ଆଉ କାହାକୁ


ସବୁ ତୋ ପାଇଁ ଭୁଲି ମୁଁ ଯାଉଛି

କାମ ରହି ଯାଉଛି ଅଧାରେ

ଠାକୁର ତିଆରି ଯୋଡ଼ି ଆମେ

ମୁଁ ତୋ ଶ୍ରୀକୃଷ୍ଣ ତୁ ମୋ ଜୀବନ ରାଧା ରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance