STORYMIRROR

Narottam Padhan

Abstract

2  

Narottam Padhan

Abstract

ବେଇମାନି ପ୍ରିୟା

ବେଇମାନି ପ୍ରିୟା

1 min
372

ଆଜି ହାରି ଗଲି ପ୍ରିୟା ତୁମ ଆଗରେ

କେମିତି ମତେ ବି ଅଜଣା

ମୁଁ ତ ମରି ସାରି ଥିଲି କେବେଠୁ

ଖାଲି ହୃଦୟ ଟିକେ ବଞ୍ଚିଥିଲା ପାଇ ତୁମ ପ୍ରେରଣା


ଆଜି ଧିମା ହୋଇଗଲା ମୋ ହୃଦ୍ ସ୍ପନ୍ଦନ 

ତୁମ ହାତ ଛାଡ଼ି ଚାଲି ଗଲା ପରେ

ରହିଲା ଖାଲି ମୋ ଶେଷ ଇଚ୍ଛା

ଦେଖି ଦେଇ ଯିବ ମଶାଣି ଭୁଇଁରେ ମୋ ଜଳନ୍ତା ଜୁଇ କୁ ଥରେ


ତୁମେ ଆଜି ଖେଳି ଗଲ ପ୍ରିୟା ମୋ ସାଥେ

ପ୍ରେମ ମରୀଚିକା ଖେଳ

ଯେଉଁ ରାସ୍ତା ମୁଁ ଜାଣି ନ ଥିଲି

ସେ ରାସ୍ତା ରେ ଏକା କରି ଛାଡ଼ି ଗଲ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract