Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Manasmita Parida

Romance

2  

Manasmita Parida

Romance

ଯେବେଜାଣିଲି

ଯେବେଜାଣିଲି

1 min
361


ଏକାଠି ପଢୁଥିଲେ,ଏକାଠି ଖେଳୁଥିଲେ,ଏକାଠି ବୁଲୁଥିଲେ। ସମୟ ଆସିଲା ତୁମକୁ ଯିବାକୁ ପଡିଲା ମୋଠାରୁ ବହୁତ ଦୂରକୁ ଯୋଗାଯୋଗର କୌଣସି ମାଧ୍ୟମ ନଥିଲା ସତ କିନ୍ତୁ,ତୁମେ ମୋର ହୃଦୟରେ ରହିଥିଲ ସେମିତି ଆଗଭଳି । ତୁମ ଅନୁପସ୍ଥିତିରେ, ମୋର ଅଜାଣତରେ,ତୁମ ଭାବନା ମତେ ପକେଇ ସାରିଥିଲା ତୁମ ପ୍ରେମରେ। ଏ ଆଖି ଖୋଯିବୁଲୁଥିଲା,ସବୁବେଳେ ତୁମକୁ । ବେଳେବେଳେ ତୁମର କଥା କାନରେ ଗୁଞ୍ଜରଣ ସୃଷ୍ଟି କରୁଥିଲା,ମନ ବିଚଳିତ ହେଉଥିଲା,କେଉଁ ଅଜଣା ପାଦ ଶବ୍ଦ ଶୁଣି,କାଳେ ତୁମେ ଆସିଥିବ ଭାବି ଧାଉଁଥିଲି ଦାଣ୍ଡକୁ ।


Rate this content
Log in

More oriya story from Manasmita Parida

Similar oriya story from Romance